ରାଉରକେଲା ଓ ଖୋର୍ଦ୍ଧାରେ ଘନ କୁହୁଡ଼ି ଅନୁଭୂତ, ଭୁବନେଶ୍ୱରରେ ହାଲୁକା କୁହୁଡ଼ି ଅନୁଭୂତ
ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ.)- ରାଜ୍ୟର ରାଉରକେଲା ଓ ଖୋର୍ଦ୍ଧାରେ ଆଜି ସକାଳେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା । ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ହାଲୁକା କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟ
ରାଉରକେଲା ଓ ଖୋର୍ଦ୍ଧାରେ ଘନ କୁହୁଡ଼ି ଅନୁଭୂତ, ଭୁବନେଶ୍ୱରରେ ହାଲୁକା କୁହୁଡ଼ି ଅନୁଭୂତ


ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ.)- ରାଜ୍ୟର ରାଉରକେଲା ଓ ଖୋର୍ଦ୍ଧାରେ ଆଜି ସକାଳେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା ।

ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ହାଲୁକା କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଥିଲା । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande