ସନ୍ଦେହରେ ପୂର୍ବତନ ପ୍ରେମିକାକୁ ଆକ୍ରମଣ
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ସନ୍ଦେହରେ ପୂର୍ବତନ ପ୍ରେମିକାକୁ ଆକ୍ରମଣ । ବିଚ୍ ରାସ୍ତାରେ ଆକ୍ରମଣ କଲା ପ୍ରେମିକ। ସାଙ୍ଗରେ ନଯିବାରୁ ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ତଣ୍ଟିରେ ପ୍ରେମିକ ଭୂଷିଦେଇଛି ଧାରୁଆ ଅସ୍ତ୍ର। ଗୁରୁତର ଅବସ୍ଥାରେ ଘରୋଇ
ସନ୍ଦେହରେ ପୂର୍ବତନ ପ୍ରେମିକାକୁ ଆକ୍ରମଣ


ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ସନ୍ଦେହରେ ପୂର୍ବତନ ପ୍ରେମିକାକୁ ଆକ୍ରମଣ

। ବିଚ୍ ରାସ୍ତାରେ ଆକ୍ରମଣ କଲା ପ୍ରେମିକ। ସାଙ୍ଗରେ ନଯିବାରୁ ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

କରିଛନ୍ତି। ତଣ୍ଟିରେ ପ୍ରେମିକ ଭୂଷିଦେଇଛି ଧାରୁଆ ଅସ୍ତ୍ର। ଗୁରୁତର ଅବସ୍ଥାରେ ଘରୋଇ

ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପ୍ରେମିକା। ଆକ୍ରମଣ ପରେ ଯୁବକ ଫେରାର ହେଉଥିଲେ। ତେବେ ଭୁବନେଶ୍ବର

ଷ୍ଟେସନରୁ ପିଛା କରି ଧରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଦାର୍ଜିଲିଂର

ଟିଙ୍କୁ ଗୁରୁମ୍ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande