
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଆଜି ବସୁଛି କଂଗ୍ରେସ ଜିଲ୍ଲା ସଭାପତି ଓ
ପିସିସି କର୍ମକର୍ତାଙ୍କ ବୈଠକ । ବୈଠକ ନେବେ ପିସିସି ସଭାପତି, ପ୍ରଭାରୀ ଓ ନବ ନିଯୁକ୍ତ ସହ ପ୍ରଭାରୀ । ରାଜ୍ୟ
କଂଗ୍ରେସ ଭିତରେ ବିବାଦ ଲାଗିରହିଥିବା ବେଳେ ଗତକାଲି ଦିଲ୍ଲୀରୁ ରାହୁଲ ଗାନ୍ଧୀଙ୍କୁ ଭେଟି ଫେରିଛନ୍ତି
ପିସିସି ସଭାପତି ଭକ୍ତ ଦାସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା