
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ହ୍ୟୁମାନ ସାଗର ମୃତ୍ୟୁ ଘଟଣା । ବିବାଦୀୟ ବୟାନ ପାଇଁ ବାଲେଶ୍ବରର କଳାକାର ମାନଙ୍କୁ
କ୍ଷମା ମାଗିଲେ ଆଙ୍କର ଲିଜା । ସ୍ଲିପ୍ ଅଫ୍ ଟଙ୍ଗ୍ କହି ଭିଡିଓ ବାର୍ତ୍ତାରେ କ୍ଷମା
ପ୍ରାର୍ଥନା କରିଛନ୍ତି ଲିଜା । ଉଦ୍ଦେଶ୍ୟମୂଳକ ଭାବେ କିଛି କରି ନାହିଁ,
ଯଦି କାହାକୁ ବାଧିଛି ଦୁଃଖିତ । ସେପଟେ ବାଲେଶ୍ଵର ସହଦେଵ ଖୁଣ୍ଟା ଥାନାରେ
ଏକ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ବାଲେଶ୍ଵର ମେଲୋଡି
ଆସୋସିଏସନ୍ ମଧ୍ୟ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା