
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଜନମତ ନଥିଲେ ହାରିଗଲେ
ବିରୋଧୀ ବହୁତ୍ କଥା କୁହନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
କହିଛନ୍ତି । ସେ କହିଛନ୍ତି ଯେ, 24 ବର୍ଷ ସରକାରରେ ଅନେକ ଉପ ନିର୍ବାଚନ ପୂର୍ବ ସରକାର ସାମ୍ନା
କରିଛନ୍ତି। ଏକତରଫା ଫଳାଫଳ ବି ହୋଇଛି। ତେବେ ତାହା ସେମାନେ ସ୍ବୀକାର କରନ୍ତୁ ସେମାନେ ବି ମାନୁପୁଲେଟ
କରିଥିଲେ। ଯଦି ଏବେ ସମ୍ଭବ ସେବେ ବି ସମ୍ଭବ ହୋଇଥିଲା। ନୂଆପଡ଼ାରେ ଜନତା ଜନମତ ଦେଇଛନ୍ତି।
ଜନମତ ନଥିଲେ ହାରିଗଲେ ବହୁତ୍ କଥା କୁହନ୍ତି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା