
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଓବିସିରେ କିଛି ବର୍ଗକୁ ସାମିଲ ନେଇ ଆମେ
ଆରମ୍ଭରୁ ଦାବି କରୁଛୁ । ଆଗକୁ ସମ୍ବିଧାନ ଦିବସରେ ବି ଏ ପ୍ରସଙ୍ଗ ଉଠାଇବୁ ବୋଲି ପିସିସି
ସଭାପତି ଭକ୍ତ ଦାସ କହିଛନ୍ତି । ଯଦି ବିଜେପି ସରକାର ଏହା କରୁଛନ୍ତି ଭଲ କଥା ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା