
ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ଆସନ୍ତାକାଲି (ଗୁରୁବାର) ନୂଆପଡ଼ାରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ବିଜେପି ଉପ ସଭାପତି ଯତୀନ ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ୧୧.୩୦ରେ କୋମନାରେ ରୋଡ ସୋ ବା ସାଧାରଣ ସଭାରେ ଯୋଗ ଦେବେ । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରକୁ ଓହ୍ଲାଇବେ। ନୂଆପଡା ପଂଚମପୁର ଠାରେ ସାଧାରଣ ସଭା କରିବେ ସାଏ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା