ଗୁରୁ ନାନକ ଦେବ ଜୀ ମହାରାଜଙ୍କ ପ୍ରକାଶ ପର୍ବରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 05 ନଭେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ପ୍ରକାଶ ପର୍ବରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ସେ ଲେଖିଛନ୍ତି. ସିଖ ପଂଥର ସ୍ଥାପକ ଓ ପ୍ରଥମ ଗୁରୁ ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ପ୍ରକାଶ
ଗୁରୁ ନାନକ ଦେବ ଜୀ ମହାରାଜଙ୍କ ପ୍ରକାଶ ପର୍ବରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 05 ନଭେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ପ୍ରକାଶ ପର୍ବରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ସେ ଲେଖିଛନ୍ତି. ସିଖ ପଂଥର ସ୍ଥାପକ ଓ ପ୍ରଥମ ଗୁରୁ ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ପ୍ରକାଶ ପର୍ବରେ ତାଙ୍କୁ କୋଟିଶଃ ନମନ ଓ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଗୁରୁ ନାନକ ଦେବ ଜୀ ତାଙ୍କ ଉପଦେଶମାନଙ୍କ ମାଧ୍ୟମରେ ମାନବତା, ସମାନତା, ସତ୍ୟ ଓ କରୁଣାର ମାର୍ଗ ପ୍ରଶସ୍ତ କରିଥିଲେ।

ସେ ସମାଜକୁ ଭେଦଭାବ, ଅନ୍ଧବିଶ୍ୱାସ ଓ ଅନ୍ୟାୟରୁ ମୁକ୍ତ ହେବାର ସନ୍ଦେଶ ଦେଇଥିଲେ।

ଗୁରୁ ନାନକ ଦେବ ଜୀଙ୍କ ଶିକ୍ଷା ସମଗ୍ର ମାନବତା ପାଇଁ ଏକ ପ୍ରକାଶପୁଞ୍ଜ, ଯାହା ଆମକୁ ‘ସମସ୍ତଙ୍କ କଲ୍ୟାଣର ଭାବନାର ସନ୍ଦେଶ ଦେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande