
ଗଞ୍ଜାମ , ୦୫ନଭେମ୍ବର(ହିସ) - ଭାରତୀୟ ସାଂସ୍କୃତିକ ଓ ମୈତ୍ରୀ ସହଯୋଗ ସମିତିକୁ ବିଭିନ୍ନ ପଦ ପଦଵୀ ପାଇଁ ଗଞ୍ଜାମ ଜିଲାରୁ ୧୦ଜଣ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ଜୟରାମ ଦାସ ଉପ ସଭାପତି, ବିଦେଶୀ ନାହାକ ସମ୍ପାଦକ,ସୀମାଞ୍ଚଳ ଵେ଼ହରା କାର୍ଯ୍ଯକାରୀ ସଭ୍ଯ, ଡାକ୍ତର ହୃଷୀକେଶ ମହାନ୍ତି, ରଙ୍ଗନାଥ ସ୍ଵାଇଁ,ସି ଏବ ଜନାର୍ଦ୍ଦନ ରେଡି, ନୀଳକଣ୍ଠ ଦାଶ,କୈଳାସପୋଲାଇ, ରାଜେନ୍ଦ୍ର ନାହାକ ପଞ୍ଚାନନ ସ୍ବାଇଁ ପ୍ରମୁଖ ରାଜ୍ୟ କାଉନସିଲ ମେମ୍ବର ରୂପେ ନିର୍ବାଚିତ ହୋଇଛନ୍ତି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ