
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ଜୟ ଢୋଲକିଆଙ୍କ
ପାଇଁ ଆସନ୍ତା ୬ତାରିଖରେ ଭୋଟ ମାଗିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ମୁଖ୍ୟମନ୍ତ୍ରୀ
ବିଷ୍ଣୁଦେବ ସାଏ ନଭେମ୍ବର 6
ତାରିଖରେ ଓଡ଼ିଶାର ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ବିଜେପି
ପ୍ରାର୍ଥୀଙ୍କ ସମର୍ଥନରେ ଏକ ସାଧାରଣ ସଭା କରିବେ। ମୁଖ୍ୟମନ୍ତ୍ରୀ ରାୟପୁରରୁ ହେଲିକପ୍ଟର ଯୋଗେ
ନୂଆପଡା ଯାତ୍ରା କରିବେ ଏବଂ ରାଲି ପରେ ଫେରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା