
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ମହାପ୍ରଭୁ
ଲିଙ୍ଗରାଜଙ୍କ ରାଇ ଦାମୋଦର ବେଶର ଆଜି ହେଉଛି ଶେଷ ଦିନ। ଏକ ମାସ ଧରି ରାଇ ଦାମୋଦର ବେଶରେ
ଦର୍ଶନ ଦେଉଥିଲେ ଲିଙ୍ଗରାଜ। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ
ଭିଡ ଜମିଛି। ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି
କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା