ଭାରତୀୟ ବଂଶୋଦ୍ଭବ ଜୋହ୍ରାନ୍ କେ. ମମଦାନି ନ୍ୟୁୟର୍କ ସହରର ସବୁଠାରୁ ଯୁବ ମେୟର୍ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ଭାରତୀୟ ବଂଶୋଦ୍ଭବ ଜୋହ୍ରାନ୍ କେ. ମମଦାନି ନ୍ୟୁୟର୍କ ସହରର ସବୁଠାରୁ ଯୁବ ମେୟର୍ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାରତୀୟ ବଂଶୋଦ୍ଭବ ଜୋହ୍ରା
ଭାରତୀୟ ବଂଶୋଦ୍ଭବ     ଜୋହ୍ରାନ୍ କେ. ମମଦାନି ନ୍ୟୁୟର୍କ ସହରର ସବୁଠାରୁ ଯୁବ ମେୟର୍ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା     ଜଣାଇଲେ ନବୀନ


ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ଭାରତୀୟ ବଂଶୋଦ୍ଭବ

ଜୋହ୍ରାନ୍ କେ. ମମଦାନି ନ୍ୟୁୟର୍କ ସହରର ସବୁଠାରୁ ଯୁବ ମେୟର୍ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ନବୀନ କହିଛନ୍ତି ଯେ, ଭାରତୀୟ ବଂଶୋଦ୍ଭବ ଜୋହ୍ରାନ୍ କେ. ମମଦାନିଙ୍କୁ ନ୍ୟୁୟର୍କ ସହରର

ସବୁଠାରୁ ଯୁବ ମେୟର୍ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି । ରାଉରକେଲା ଜନ୍ମିତ ଓ ପୁରସ୍କାର ବିଜୟୀ

ଚଳଚ୍ଚିତ୍ର ନିର୍ମାତ୍ରୀ ମୀରା ନାଏରଙ୍କ ପୁତ୍ର ଜୋହ୍ରାନଙ୍କ ଏହି ଆନ୍ତର୍ଜାତୀୟ ସଫଳତାକୁ

ଓଡ଼ିଶା ଗର୍ବ ସହ ସେଲିବ୍ରେଟ କରୁଛି। ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମେୟର୍ ଭାବେ

ତାଙ୍କ ସଫଳତା ଯାତ୍ରା ଆଗକୁ ଆଉ ଅଧିକ ଉଜ୍ଜ୍ୱଳ ହେଉ ଏଥିପାଇଁ ମୁଁ ଶୁଭେଚ୍ଛା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande