
କେନ୍ଦୁଝର, 6 ନଭେମ୍ବର (ହି.ସ.)
ରାଷ୍ଟ୍ରଗାନ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆସନ୍ତା କାଲି ସକାଳ ୧୧ଟା ସମୟରେ ସାମୁହିକ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଶୁକଦେବ ମହାନ୍ତ ବିଜେପି,ଜିଲ୍ଲା ସଭାପତି ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA