ଆଜି ନୂଆପଡାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 7 ନଭେମ୍ବର (ହି.ସ.)- ଆଜି ନୂଆପଡାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ପ୍ରଚାର ପୂର୍ବରୁ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇ ବିରୋଧୀ ଦଳ ନେତା କହିଛନ୍ତି ଯେ, ସେବା ଓ ସ୍ୱାଭିମାନର ମାଟି ନୂଆପଡ଼ାକୁ ମୋର ଜୁହାର । ଖରିଆର ରୋଡ୍, ନୂଆପଡ଼ା ଏନଏସି ଓ ପାରକୋଡ଼ଠାରେ ଆ
ଆଜି ନୂଆପଡାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 7 ନଭେମ୍ବର (ହି.ସ.)- ଆଜି ନୂଆପଡାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ପ୍ରଚାର ପୂର୍ବରୁ ଏକ୍ସ

ହ୍ୟାଣ୍ଡେଲରେ ସୂଚନା ଦେଇ ବିରୋଧୀ ଦଳ ନେତା କହିଛନ୍ତି ଯେ, ସେବା ଓ ସ୍ୱାଭିମାନର ମାଟି

ନୂଆପଡ଼ାକୁ ମୋର ଜୁହାର । ଖରିଆର ରୋଡ୍, ନୂଆପଡ଼ା ଏନଏସି ଓ ପାରକୋଡ଼ଠାରେ ଆପଣମାନଙ୍କୁ ଭେଟିବା ନେଇ ବହୁତ

ଉତ୍ସାହିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande