
ଗଞାମ, ୬ ନଭେମ୍ବର (ହି.ସ.)- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗର ସ୍ଥିତ ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ମାଲିକ ପ୍ରଦୀପ ସିଂ ଙ୍କ ଘରେ ଆଜି ସକାଳୁ ଇଡି ଯୋରଦାର ରେଡ ଆରମ୍ଭ କରିଦେଇଛି। ସାଧାରଣ ଲୋକଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଗ୍ରୀନ୍ ଇଣ୍ଡିଆ ଠକେଇ କରିନେଇଥିବା ଅଭିଯୋଗ ହୋଇ ଆସୁଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ