କାର୍ତ୍ତିକ ପୂର୍ଣ୍ଣମୀରେ ବଲାଙ୍ଗିର ସହର ଚଳଚଞ୍ଚଳ
ବଲାଙ୍ଗିର, ୬ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ ହୋଇ ଉଠିଥିଲା। ରାତ୍ରି ୪ଟାରୁ ସହର ମଧ୍ୟରେ ଥିବା ରାଣୀ ସାଗର, ରାଣୀ ବନ୍ଦ ଗେଟ୍ସାରୋବର୍, ଲକ୍ଷ୍ମୀ ଜୋର, ତାଳପଳି ବନ୍ଦ, ଲକ୍ଷ୍ମୀ ଜୋର ନାଳ ସଲେପାଲି, କନ୍ଧ ପାଲି କଣ୍ଟା ସମେତ ସମସ୍ତ ଜଳ ଉତ୍ସରେ ଶ୍ର
କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ


କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ


କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ


କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ


କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ


ବଲାଙ୍ଗିର, ୬ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ରେ ବଲାଙ୍ଗିର ସହର ଚଳ ଚଞ୍ଚଳ ହୋଇ ଉଠିଥିଲା। ରାତ୍ରି ୪ଟାରୁ ସହର ମଧ୍ୟରେ ଥିବା ରାଣୀ ସାଗର, ରାଣୀ ବନ୍ଦ ଗେଟ୍ସାରୋବର୍, ଲକ୍ଷ୍ମୀ ଜୋର, ତାଳପଳି ବନ୍ଦ, ଲକ୍ଷ୍ମୀ ଜୋର ନାଳ ସଲେପାଲି, କନ୍ଧ ପାଲି କଣ୍ଟା ସମେତ ସମସ୍ତ ଜଳ ଉତ୍ସରେ ଶ୍ରଦ୍ଧାଳୁ ମାନେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ପୋଖରୀ, ନଦୀକୁ ଯାଇ ଡଙ୍ଗା ଭସାଇଛନ୍ତି । ଏହା ସହିତ ଶୁଭିଛି ଆ ..କା…ମା…ବୈ…. ପାନ ଗୁଆ ଥୋଇ…ପାନ ଗୁଆ ତୋର…. ମାସକ ଧର୍ମ ମୋର। ଏହା କହି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବୋଇତ ବନ୍ଦାଣ କରି ଡଙ୍ଗା ଦୀପ ଭସାଇ ଥିଲେ। ସହର ମଧ୍ୟରେ ଥିବା ସମସ୍ତ ମନ୍ଦିର ଦର୍ଶନ ଓ ପୁଜା କରିବା ପାଇଁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande