କେଂଗ୍ରସର ନୂଆପଡ଼ା ଇସ୍ତାହାର ଉନ୍ମୋଚିତ
ନୂଆପଡ଼ା / ଭୁବେନଶ୍ୱର, ୦୬ ନେଭମ୍ବର (ହି.ସ)- ବିକଶିତ ନୂଆପଡାର ସ୍ୱପ୍ନ ସାକାର କରିବାକୁ ନେଇ କେଂଗ୍ରସର ଇସ୍ତାହାର େଉନ୍ମାଚନ କାର୍ଯ୍ୟକ୍ରମ ଆଜି ନୂଆପଡାସ୍ଥିତ ଖୁଣ୍ଟିଆ ଭବନଠୋର ପିସିସି ସଭାପତି ଭକ୍ତ ଚରଣ ଦାସ, କେଂଗ୍ରସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତେ
କେଂଗ୍ରସର ନୂଆପଡ଼ା ଇସ୍ତାହାର ଉନ୍ମୋଚିତ


ନୂଆପଡ଼ା / ଭୁବେନଶ୍ୱର, ୦୬ ନେଭମ୍ବର (ହି.ସ)- ବିକଶିତ ନୂଆପଡାର ସ୍ୱପ୍ନ ସାକାର କରିବାକୁ ନେଇ କେଂଗ୍ରସର ଇସ୍ତାହାର େଉନ୍ମାଚନ କାର୍ଯ୍ୟକ୍ରମ ଆଜି ନୂଆପଡାସ୍ଥିତ ଖୁଣ୍ଟିଆ ଭବନଠୋର ପିସିସି ସଭାପତି ଭକ୍ତ ଚରଣ ଦାସ, କେଂଗ୍ରସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତେିର ଲୋକାପର୍ଣ ହୋଇଯାଇଛି ।

ଇସ୍ତାହାର ଚାରି ପର୍ଯ୍ୟାୟକୁ ନେଇ ଘୋଷଣା ହୋଇଛି । କେଂଗ୍ରସର ଅବଦାନ: କେଂଗ୍ରସ ସରକାର ସମୟେର ବିକାଶ ମୂଳକ କାର୍ଯ୍ୟ କଣ କରିଥିଲା । କେଂଗ୍ରସ ଇସ୍ତାହାର : ଆଗାମୀ ଦିନେର କଣ ସବୁ ବିକାଶମୂଳକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛି । ପ୍ରତିକାର ଲୋଡ଼ା : ବିଭିନ୍ନ କ୍ଷେତ୍ରେର ସରକାର ଅଚଳବସ୍ଥା ସୃଷ୍ଟି କରିଛନ୍ତି ତାକୁ ସୁଧାରି ଏସବୁ କ୍ଷେତ୍ରକୁ କାର୍ଯ୍ୟକ୍ଷମ କରିବା ।

ବେିଜଡି ବେିଜପି : ବେିଜଡି ସରକାରେର ଥିବୋବେଳ କଣ ସବୁ ପ୍ରତିଶୃତି ଦେଇଥେôଲ ଏବଂ ଦୀର୍ଘ ୨୪ ବଷର୍ଧରି ନୂଆପଡାକୁ ଅଣେଦଖା କରିଥେôଲ ତଥା ବତ୍ତର୍ମାନର ବେିଜପି ସରକାର କିଭଳି ପ୍ରେତ୍ୟକ ଦିନ କଞ୍ଚା ମିଛ କହୁଛନ୍ତି ଏସବୁ ବିଷୟ ଲୋକଙ୍କ ଗୋଚରୋର୍ଥ ପ୍ରକାଶ କରା ଯାଇଛି । ମାଟିର ପୁଅ ଘାସିରାମ : କେଂଗ୍ରସ ପ୍ରାର୍ଥୀ ଶ୍ରୀ ମାଝୀ କିଭଳି ବିଗତ ୪୦ ବଷର୍ଧରି ଜନତାଙ୍କ ସେବୋର ଅବିରାମ ସଂଘର୍ଷ କରି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ପାରିଛନ୍ତି ଅୋଲାଚନା କରା ଯାଇଛି ।

କେଂଗ୍ରସ ଦଳ ଓ ଦଳର ନେତୃବୃନ୍ଦ ନୂଆପଡା ବିକାଶକୁ ନେଇ େକେତ ଗମ୍ଭୀର ଯୋଜନା ଭିତ୍ତିକ ଓ ପ୍ରଣାଳୀଯୁକ୍ତ ଇସ୍ତାହାରରୁ ସ୍ପଷ୍ଟ ଜଣା ପଡୁଛି । ଅପର ପେକ୍ଷ ବେିଜଡି ଓ ବେିଜପି କେବଳ ମିଥ୍ୟା ଓ ପ୍ରତାରଣାଯୁକ୍ତ ବାହୋସ୍ଫାଟ ମାରି ଲୋକଙ୍କୁ ଛଳନା କରିବୋର ବ୍ୟସ୍ତ ।

ଏହି ଇସ୍ତାହାରେର କେଂଗ୍ରସ ନୂଆପଡା ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ବିଧାୟକ ପ୍ରାର୍ଥୀଙ୍କ ଏକ ଅୋବଗପୂର୍ଣ୍ଣ ନେିବଦନ ମଧ୍ୟ ଅଛି ।ଶ୍ରୀ ମାଝୀ ନୂଆପଡାବାସୀଙ୍କ େଉଦ୍ଦଶ୍ୟେର କହିଛନ୍ତି ଦୀର୍ଘ ୪୦ ବଷର୍ର ମୋର ରାଜେନୌତିକ ଜୀବନକୁ ଆପଣମୋନ ଅତି ନିକଟରୁ ଦେଖି ଆସିଛନ୍ତି, ଆପଣ ମାନଙ୍କ ଅଧିକାର ପାଇଁ ଲେଢେଇର ମୁଁ ଆଜୀବନ ସାଲିସବିହୀନ ସଂଗ୍ରାମ କରି ଆସିଛି । କୌଣସି ଲୋଭ ବା ଲାଭର ବଶବର୍ତ୍ତୀ ହୋଇନାହିଁ । ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୋର ଲେଢଇ ଜାରୀ ରହିବ । ଏହି ଉପନିର୍ବାଚନେର ଆପଣଙ୍କ ଆଶୀର୍ବାଦ ମୋର ଲେଢଇକୁ ଆହୁରି ଶକ୍ତିଶାଳୀ କରିବ ।

ଇସ୍ତାହାର େଉନ୍ମାଚନ କାର୍ଯ୍ୟକ୍ରମେର ସଭାପତି ଭକ୍ତ ଚରଣ ଦାସ ସାଂସଦ ଥିବୋବେଳ ନୂଆପଡ଼ାର ବିକାଶକୁ ନେଇ ବିବରଣୀ ପ୍ରଦାନ କରିଥେôଲ। ପୂବର୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନୂଆପଡ଼ା ପାଇଁ କେଂଗ୍ରସ କଣ କରିଛି ଅୋମ ତାହାର ହିସାବ ଦେଲୁ ; ବେିଜଡି - ବେିଜପି ଗତ ୨୬ ବଷର୍ରେ କଣ କରିଛନ୍ତି ତାହାର ହିସାବ ଦେବାର ସମୟ ଆସିଛି ବୋଲି ଆହ୍ୱାନ ଦେଇଥେôଲ। ଅନ୍ୟମାନଙ୍କ ମଧ୍ୟେର ପୂବର୍ତନ ପିସିସି ସଭାପତି ନିରଞ୍ଜନ ପ...ନାୟକ, ଜୟେଦବ ଜେନା, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା , ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ କେଂଗ୍ରସ ଇସ୍ତାହାର ସମ୍ପକର୍ରେ ବଣ୍ଣର୍ନା କରିଥିବା େବେଳ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ପୂବର୍ତନ ମନ୍ତ୍ରୀ ଜଗନ୍ନାଥ ପ...ନାୟକ, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥ ସ୍ୱରୂପ ଦାସ, ପିସିସି ଉପସଭାପତି ସେନ୍ତାଷ ସିଂ ସାଲୁଜା, ଡ ଲଲୋଟନ୍ଦୁ ମହାପାତ୍ର, ବିଧାୟକ ସି ଏସ ରୋଜନ୍ ଏକ୍କା, ପୂବର୍ତନ ବିଧାୟକ ସେୁରଶ କୁମାର ରାଉତରାୟ, ଯୁବ କେଂଗ୍ରସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥେôଲ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande