ରାଜଧାନୀରେ ଆଜିଠୁ ଆରମ୍ଭ ହେଉଛି ରୋଡ୍‌ କଂଗ୍ରେସର ମହାକୁମ୍ଭ
ଭୁବନେଶ୍ୱର, 6 ନଭେମ୍ବର (ହି.ସ.)- ରାଜଧାନୀରେ ଆଜିଠୁ ଆରମ୍ଭ ହେଉଛି ରୋଡ୍‌ କଂଗ୍ରେସର ମହାକୁମ୍ଭ । ଜନତା ମୈଦାନରେ ଅନୁଷ୍ଠିତ ହେଉଛି ଇଣ୍ଡିଆନ ରୋଡ କଂଗ୍ରେସ 2025ର 84ତମ ବାର୍ଷିକ ଅଧିବେଶନ ।ଏହି ଅଧିବେଶନରେ ତିନି ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ । ଆସନ୍ତ
ରାଜଧାନୀରେ ଆଜିଠୁ ଆରମ୍ଭ     ହେଉଛି ରୋଡ୍‌ କଂଗ୍ରେସର ମହାକୁମ୍ଭ


ଭୁବନେଶ୍ୱର, 6 ନଭେମ୍ବର (ହି.ସ.)- ରାଜଧାନୀରେ

ଆଜିଠୁ ଆରମ୍ଭ ହେଉଛି ରୋଡ୍‌ କଂଗ୍ରେସର ମହାକୁମ୍ଭ । ଜନତା ମୈଦାନରେ ଅନୁଷ୍ଠିତ ହେଉଛି ଇଣ୍ଡିଆନ

ରୋଡ କଂଗ୍ରେସ 2025ର 84ତମ ବାର୍ଷିକ ଅଧିବେଶନ ।ଏହି ଅଧିବେଶନରେ ତିନି ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ ।

ଆସନ୍ତାକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ନଭେମ୍ବର 6ରୁ 10ତାରିଖ ଯାଏଁ ସଡ଼କ ପରିବହନ ଉପରେ ପର୍ଯ୍ୟାୟ କ୍ରମେ ଆଲୋଚନା ହେବ । ଆଜି ବୈଷୟିକ

ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande