ବାଙ୍କେଶ୍ଵରୀ ମନ୍ଦିରରୁ ଚୋରି
ଗଂଜାମ, 15 ଡିସେମ୍ବର (ହି.ସ.) ଦିଗପହଣ୍ଡି ଥାନା ବଡଡୁମ୍ଵୁଳା ନିକଟସ୍ଥ ମାଁ ବାଙ୍କେଶ୍ଵରୀ ମନ୍ଦିରରେ ଗତକାଲି ରାତିରେ ଲୁଟେରା ମାନେ ପଶି ଗର୍ଭଗୃହ ମଧ୍ୟରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଲୁଟି ନେଇଥିବା ଜଣାପଡିଛି । ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆର
ବାଙ୍କେଶ୍ଵରୀ ମନ୍ଦିରରୁ ଚୋରି


ଗଂଜାମ, 15 ଡିସେମ୍ବର (ହି.ସ.)

ଦିଗପହଣ୍ଡି ଥାନା ବଡଡୁମ୍ଵୁଳା ନିକଟସ୍ଥ ମାଁ ବାଙ୍କେଶ୍ଵରୀ ମନ୍ଦିରରେ ଗତକାଲି ରାତିରେ ଲୁଟେରା ମାନେ ପଶି ଗର୍ଭଗୃହ ମଧ୍ୟରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଲୁଟି ନେଇଥିବା ଜଣାପଡିଛି । ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande