
ଗଂଜାମ, 15 ଡିସେମ୍ବର (ହି.ସ.) କୋରାପୁଟରୁ ନିମାପଡ଼ା ଫେରୁଥିବା ଏକ ପିକନିକ ବସ୍ ଛତ୍ରପୁର ରାଜପଥ ଏକାମ୍ର ନଗର ନିକଟରେ ଡିଭାଇଡରକୁ ପିଟି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଗାଡି ଚଳାଉଥିବା ବେଳେ ଡ୍ରାଇଭରର ଆଖି ଲାଗିଯାଇଥିଵାରୁ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଥିବା ୧୩ଜଣ ଯାତ୍ରୀ ନିରାପଦ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ