ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ
ଗଂଜାମ, 15 ଡିସେମ୍ବର (ହି.ସ.) ଗାଙ୍ଗପୁର ଥାନା ଖଣ୍ଡରାବଳୀ ଗାଁରେ ଆଜି ପ୍ରତ୍ୟୁଷରେ ଜଣେ ବୃଦ୍ଧା ଶୌଚ ହେବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଚାପାରେ ମୃତ୍ୟୁ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜଵତ କରି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ ଘଟଣା ତଦନ୍ତ କରୁଛି। ---------------
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ


ଗଂଜାମ, 15 ଡିସେମ୍ବର (ହି.ସ.) ଗାଙ୍ଗପୁର ଥାନା ଖଣ୍ଡରାବଳୀ ଗାଁରେ ଆଜି ପ୍ରତ୍ୟୁଷରେ ଜଣେ ବୃଦ୍ଧା ଶୌଚ ହେବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଚାପାରେ ମୃତ୍ୟୁ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜଵତ କରି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ ଘଟଣା ତଦନ୍ତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande