ଜାନୁଆରୀ 6 ତାରିଖରୁ ହେବ ପକ୍ଷୀଗଣନା
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ଆସନ୍ତା ଜାନୁଆରୀ 6 ତାରିଖରୁ ହେବ ପକ୍ଷୀ ଗଣନା ।ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମାନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ ।ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ
ଜାନୁଆରୀ 6 ତାରିଖରୁ ହେବ ପକ୍ଷୀଗଣନା


ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ଆସନ୍ତା ଜାନୁଆରୀ

6 ତାରିଖରୁ ହେବ ପକ୍ଷୀ ଗଣନା ।ଚିଲିକା, ନଳବନ, ମଙ୍ଗଳାଯୋଡ଼ି,

ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ

ଆଗମାନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ ।ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ ।ପକ୍ଷୀମାନଙ୍କ ଜଳବାୟୁ ପରିବର୍ତ୍ତନ

2 ରୁ 3 ଡିଗ୍ରୀ କମିଛି ।ପକ୍ଷୀ ସଂରକ୍ଷଣ, ଆଧୁନିକ, ୱାଚ ଟାୱାର,

ଏନକ୍ଲୋଜର ନିର୍ମାଣ ହେବ ।ସେହିପରି ଶିକାରୀମାନଙ୍କ ଗତିବିଧି ରୋକାଯିବ

ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂହ ଖୁଂଟିଆ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande