
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- କିସ୍ ଛାତ୍ରାବାସରେ
ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା ।ଡାଲି ପଡିଯିବାରୁ ବାର୍ଥ ରୁମରେ ତଣ୍ଟି ଚିପି ହତ୍ୟା କରିଥିଲେ 3ଛାତ୍ର ।ଯାହାକୁ ନେଇ ଏବେ କିସ ହଷ୍ଟେଲର ୱାଡେନ,ଟିଚର, କିସ କତ୍ତୃପକ୍ଷଙ୍କୁ
ପଚରା ଉଚରା କରିବ ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା