ଚମ୍ପୁଆରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢଉ
ଚମ୍ପୁଆ, ୨୩ ଡିସେମ୍ବର (ହି.ସ.)- ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆଜି କେନ୍ଦୁଝର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଏକ ମିଳିତ ଚଢଉ ଅନୁଷ୍ଠିତ ହୋଇଥିଲା । ଜୋରିମାନା ଆଦାୟ କରାଯାଇଥିଲା । କେନ୍ଦୁଝର ଖାଦ୍ୟ ନିରାପତ୍ତା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ, ଏନଏସିର ବିଜୟ କୁମାର ମିଶ୍ର, ପ୍ରକା
ଚମ୍ପୁଆରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢଉ


ଚମ୍ପୁଆ, ୨୩ ଡିସେମ୍ବର (ହି.ସ.)- ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆଜି କେନ୍ଦୁଝର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଏକ ମିଳିତ ଚଢଉ ଅନୁଷ୍ଠିତ ହୋଇଥିଲା । ଜୋରିମାନା ଆଦାୟ କରାଯାଇଥିଲା । କେନ୍ଦୁଝର ଖାଦ୍ୟ ନିରାପତ୍ତା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ, ଏନଏସିର ବିଜୟ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର କୁଣ୍ଡୁ ତଥା ବିଭିନ୍ନ ପଦାଧିକାରୀ ଏଥିରେ ସାମିଲ ହୋଇ ଏହି ଚଢଉ କରିଥିଲେ । ସ୍ୱାଗତ ହୋଟେଲ, ସୁରେନ କାରିକ ଜଳଖିଆ ଦୋକାନ, ଗୋପାଳ ସାହୁ ହୋଟେଲ, ହିମାଂଶୁ ସାହୁ ଜଳଖିଆ ଦୋକାନ, ଅକ୍ଷୟ ସାହୁ ଜଳଖିଆ ଦୋକାନ ଆଦି ବିଭିନ୍ନ ସ୍ଥାନରେ ଚଢଉ କରି ବାସିଖାଦ୍ୟ ଫିଙ୍ଗିବା ସହିତ ଜୋରିମାନା କରାଯାଇଥିଲା । ଆଗକୁ ବାସୀ ଖାଦ୍ୟ ବ୍ୟବହାର ନକରିବାକୁ ତାଗିଦ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande