ଆଜି ଠାରୁ ଗଞ୍ଜାମ ଜିଲ୍ଲାରେ ମଣ୍ଡିରେ ଧାନ କିଣା ଆରମ୍ଭ
ଗଞାମ, ୨୩ ଡିସେମ୍ବର (ହି.ସ.)- ଆଜି ଠାରୁ ମଣ୍ଡି ମାଧ୍ୟମରେ ସରକାର ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ ଧାନକିଣା ଆରମ୍ଭ‌‌ କରୁଛନ୍ତି। ଏଥିପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ବର୍ତମାନ ୮୭ ଜଣ ଚାଷୀଙ୍କ ପାଖକୁ ଟୋକେନ ଆସିଛି। ଅନ୍ୟ ଚାଷୀଙ୍କ ପାଖକୁ ଟୋକେ
ଆଜି ଠାରୁ ଗଞ୍ଜାମ ଜିଲ୍ଲାରେ ମଣ୍ଡିରେ ଧାନ କିଣା ଆରମ୍ଭ


ଗଞାମ, ୨୩ ଡିସେମ୍ବର (ହି.ସ.)- ଆଜି ଠାରୁ ମଣ୍ଡି ମାଧ୍ୟମରେ ସରକାର ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ ଧାନକିଣା ଆରମ୍ଭ‌‌ କରୁଛନ୍ତି। ଏଥିପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ବର୍ତମାନ ୮୭ ଜଣ ଚାଷୀଙ୍କ ପାଖକୁ ଟୋକେନ ଆସିଛି। ଅନ୍ୟ ଚାଷୀଙ୍କ ପାଖକୁ ଟୋକେନ ଆସିନଥି‌ବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଖରୀଫ ଧାନ ବିକ୍ରି କରିବା ପାଇଁ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ‌ ପଞ୍ଜିକରଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande