ମହାକାଳେଶ୍ୱରଙ୍କ ଶୟନ ଆରତୀରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନଡ୍ଡା
ଉଜ୍ଜୟିନୀ, 23 ଡିସେମ୍ବର (ହି.ସ.)- ମଧ୍ୟପ୍ରଦେଶର ଉଜ୍ଜୟିନରେ ସୋମବାର ରାତିରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କ ଶୟନ ଆରତୀରେ ଦର୍ଶନ ଲାଭ କରିଛନ୍ତି। ଦର୍ଶନ ପରେ, ଶ୍ରୀ ମହାକାଳେଶ୍ୱର ମନ୍ଦିର ପ୍ର
Union-Health-Minister-JP-Nadda-performed-the-Sha


ଉଜ୍ଜୟିନୀ, 23 ଡିସେମ୍ବର (ହି.ସ.)- ମଧ୍ୟପ୍ରଦେଶର ଉଜ୍ଜୟିନରେ ସୋମବାର ରାତିରେ

କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜ୍ୟୋତିର୍ଲିଙ୍ଗ ଭଗବାନ

ମହାକାଳେଶ୍ୱରଙ୍କ ଶୟନ ଆରତୀରେ ଦର୍ଶନ ଲାଭ କରିଛନ୍ତି।

ଦର୍ଶନ ପରେ, ଶ୍ରୀ ମହାକାଳେଶ୍ୱର ମନ୍ଦିର ପ୍ରବନ୍ଧ ସମିତି ପକ୍ଷରୁ ପ୍ରଶାସକ ଏବଂ

ଅପର କଲେକ୍ଟର ପ୍ରଥମ କୌଶିକ ନଡ୍ଡାଙ୍କୁ ସ୍ୱାଗତ ଓ ସମ୍ମାନ କରିଥିଲେ। ପୂଜା କାର୍ଯ୍ୟ ପୁଜାରୀ

ଜିତେନ୍ଦ୍ର ଗୁରୁ କରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande