ବଳଦେବଜୀଉ ମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ
କେନ୍ଦ୍ରାପଡା , 23 ଡିସେମ୍ବର (ହି.ସ.): : ବଳ ଦେବ ଜୀଉ ମନ୍ଦୀର ରେ ଅଣ ହିନ୍ଦୁ ପ୍ରବେଶ ମହାପ୍ରଭୁଙ୍କ ମହାସ୍ନାନ ମନ୍ଦିର ଶୋଧନ ପରେ ନୀତି ଆରମ୍ଭ ଆଜି କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ମନ୍ଦିରରେ ସକାଳ ନଅଟା ସମୟ ରେ ଇସ୍କନ ସଂସ୍ଥା ର ଚାଳିଶି ଜଣ ବ୍ୟକ୍ତି ମନ୍ଦିର ଦର୍ଶନ
---ବଳଦେବଜୀଉ ମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ


କେନ୍ଦ୍ରାପଡା , 23 ଡିସେମ୍ବର (ହି.ସ.): : ବଳ ଦେବ ଜୀଉ ମନ୍ଦୀର ରେ ଅଣ ହିନ୍ଦୁ ପ୍ରବେଶ ମହାପ୍ରଭୁଙ୍କ ମହାସ୍ନାନ ମନ୍ଦିର ଶୋଧନ ପରେ ନୀତି ଆରମ୍ଭ ଆଜି କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ମନ୍ଦିରରେ ସକାଳ ନଅଟା ସମୟ ରେ ଇସ୍କନ ସଂସ୍ଥା ର ଚାଳିଶି ଜଣ ବ୍ୟକ୍ତି ମନ୍ଦିର ଦର୍ଶନ ଙ୍କୁ ଆସିଥିଲେ ସ୍ଥାନୀୟ ଜନ ସାଧାରଣ ସେବାୟତ ସନ୍ଦେହ ପ୍ରକାଶ କରି ତାଙ୍କୁ ପଚରା ଉଚୁରା କରିଥିଲେ ପରେ ତାଙ୍କ ଭିତରୁ ଦୁଇ ଜଣ ଅଣ ହିନ୍ଦୁ ବୋଲି ଜଣା ପଡିଥିଲା ଜଣେ ପୁରୁଷ ଜଣେ ମହିଳା ସେମାନେ ଦୀର୍ଘ ବର୍ଷ ହେବ ଇସ୍କନ ସଂସ୍ଥା ସହ ଜଡ଼ିତ ଥିଲେ ପୋଲିସ ପ୍ରଶାସନ ସହାୟତାରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା ମନ୍ଦିର ସତ୍ବଳିପି ଅନୁଯାୟୀ ଅଣ ହିନ୍ଦୁ ପ୍ରବେଶ କଟକଣା ରହିଛି ମହାପ୍ରଭୁଙ୍କର ମହାସ୍ନାନ ମନ୍ଦିର ଶୌଧ ପୂଜାପଣ୍ଡା ରାଜ ପୁରୋହିତ ଙ୍କ ଦ୍ଵାରା କରାଯାଇ ଅନ୍ୟ ନୀତି କାନ୍ତି ଆରମ୍ଭ ହୋଇଥିବା ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande