
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ଭିବି ଜି ରାମ ଜୀ ଯୋଜନାରେ କେମିତି ଉପକୃତ ହେବେ ମହିଳା
। ମହିଳା ଚାଷୀ କେମିତି ପାଇଁ ପାରିବେ ରୋଜଗାର, ଏଥିପାଇଁ ଭୁବନେଶ୍ୱର ଆଇସିଏଆର ପରିସରରେ ଏକ
ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିଷାନ ସମ୍ମାନ ଦିବସ ଅବସରରେ କରାଯାଇଥିବା ଏହି
କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଆସିଥିବା ମହିଳା ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ
ମହିଳାଙ୍କ କ୍ଷେତ୍ରରେ ଯୋଜନାର ଉପାଦେୟତା ନେଇ ଆଲୋଚନା ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା