ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀଙ୍କ ଭୁବନେଶ୍ବର ଗସ୍ତ
ସୁବର୍ଣପୁର , 24 ଡିସେମ୍ବର (ହି.ସ.) ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀ ମାନେ ଆସନ୍ତା କାଲି 24 ରୁ 26 ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ରେ ଅଂଶଗ୍ରହଣ କରିବା ନିମନ୍ତେ ଗତକାଲି ତା ୨୩.୧୨.୨୦୨୫ ରାତି ୧୧ ଟା ରେ ଭୁ
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀ ମାନେ ଆସନ୍ତା କାଲି 24 ରୁ 26 ତାରିଖ ଯାଏଁ  କଳିଙ୍ଗ ଷ୍ଟାଡିୟମ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ  ଅଂଶ ଗ୍ରହଣ ପାଇଁ ଭୁବନେଶ୍ବର ଗସ୍ତ


ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀ ମାନେ ଆସନ୍ତା କାଲି 24 ରୁ 26 ତାରିଖ ଯାଏଁ  କଳିଙ୍ଗ ଷ୍ଟାଡିୟମ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ  ଅଂଶ ଗ୍ରହଣ ପାଇଁ ଭୁବନେଶ୍ବର ଗସ୍ତ


ସୁବର୍ଣପୁର , 24 ଡିସେମ୍ବର (ହି.ସ.) ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀ ମାନେ ଆସନ୍ତା କାଲି 24 ରୁ 26 ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ରେ ଅଂଶଗ୍ରହଣ କରିବା ନିମନ୍ତେ ଗତକାଲି ତା ୨୩.୧୨.୨୦୨୫ ରାତି ୧୧ ଟା ରେ ଭୁବନେଶ୍ଵର ଗସ୍ତ କରିଛନ୍ତି l ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘ ର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି ସେଣ୍ଡ ଅଫ କରିଥିଲେ ଓ ସଫଳତା କାମନା କରି ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande