
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ବିଜେଡିରେ ସୁଜାତା ମିଶିବା ଚର୍ଚ୍ଚାକୁ ନେଇ ବିଜେପି
ବିଧାୟକ ପଦ୍ମ ଲୋଚନ ପଣ୍ଡାଙ୍କ କଟାକ୍ଷ । ସେ କହିଛନ୍ତି ପାଣ୍ଡିଆନ ଯେତେ ଦିନ ଯାଏଁ ବିଜେଡିରେ
ଥିବେ ବିଜେପି ଆହୁରି ବୃଦ୍ଧି ହେବ । ପାଣ୍ଡିଆନ ହୁଅନ୍ତୁ କି ସୁଜାତା ନବୀନ ତାଙ୍କୁ ଛାଡ଼ି
ପାରିବେନି । ଓଡ଼ିଶାର 3 ନମ୍ବର ଧନୀ । ଓଡିଶା
ପଇସା ସବୁ ତାମିଲନାଡୁରେ ଅଛି । ତାଙ୍କୁ ନବୀନ
ଛାଡିବନି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା