ସରକାରରେ ଏବେ ବି ବହୁତ ଅଫିସର ଭାବୁଛନ୍ତି ପାଣ୍ଡିଆନ ଶାସନ ଚାଲିଛି- ବିଜେପି ବିଧାୟକ
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ନେତାଙ୍କୁ ଅଫିସର ଅସମ୍ମାନ କରୁଥିବା କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ସେ କହିଛନ୍ତି ଯେ, ସରକାରରେ ଏବେ ବି ବହୁତ ଅଫିସର ଭାବୁଛନ୍ତି ପାଣ୍ଡିଆନ ଶାସନ ଚାଲିଛି । ଅଫିସର ମାନଙ୍କର ମାନସିକତା ବଦଳିବ । ନ ହେଲେ ତାଙ୍କ
ପଦ୍ମଲୋଚନ


ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ନେତାଙ୍କୁ ଅଫିସର ଅସମ୍ମାନ କରୁଥିବା କହିଛନ୍ତି ବରିଷ୍ଠ

ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ସେ କହିଛନ୍ତି ଯେ, ସରକାରରେ ଏବେ ବି ବହୁତ ଅଫିସର

ଭାବୁଛନ୍ତି ପାଣ୍ଡିଆନ ଶାସନ ଚାଲିଛି । ଅଫିସର ମାନଙ୍କର ମାନସିକତା ବଦଳିବ । ନ ହେଲେ ତାଙ୍କୁ

ତ୍ରାହି ମିଳିବନି କି ମୁଖ୍ୟମନ୍ତ୍ରୀ ତାଙ୍କୁ ଛାଡ଼ିବେନି । ସେମିତି ଅଫିସର ସବୁ ଜବତ ହେବେ ବୋଲି

ବିଧାୟକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande