ବାଜପେୟୀଙ୍କ ଦ୍ୱାର ଆରମ୍ଭ ସର୍ବ ଶିକ୍ଷା ଅଭିଯାନ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବାଜପେୟୀଙ୍କ ଦ୍ୱାର ଆରମ୍ଭ ସର୍ବ ଶିକ୍ଷା ଅଭିଯାନ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ
କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବାଜପେୟୀଙ୍କ ଦ୍ୱାର

ଆରମ୍ଭ ସର୍ବ ଶିକ୍ଷା ଅଭିଯାନ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବାଜପେୟୀଙ୍କ ଜୟନ୍ତୀ ଅବସରରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ପ୍ରେରଣାସ୍ରୋତ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ଜୀଙ୍କ

ଦ୍ୱାରା ଆରମ୍ଭିତ ‘ସର୍ବ ଶିକ୍ଷା ଅଭିଯାନ’ ଭାରତର ଭବିଷ୍ୟତ ଗଢ଼ିବା ପାଇଁ ଏକ ଅତୁଟ ସଙ୍କଳ୍ପ

ଥିଲା। ସର୍ବ ଶିକ୍ଷା ଅଭିଯାନ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ଅଟଳ ଜୀଙ୍କ

ଉତ୍ତରାଧିକାର ଥିଲା ଏକ ଏମିତି ଭାରତର ସ୍ୱପ୍ନ, ଯେଉଁଠି ପ୍ରତ୍ୟେକ ଶିଶୁ ଶିକ୍ଷିତ

ହେବ। ଆଜି ସେହି ଦୂରଦର୍ଶୀ ଉତ୍ତରାଧିକାରକୁ ଆଗେଇ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ

‘ନୂତନ ଶିକ୍ଷା ନୀତି’ ମାଧ୍ୟମରେ ନବୋନ୍ମେଷ, କୌଶଳ ଏବଂ ସମାବେଶୀ ଦୃଷ୍ଟିକୋଣ ସହିତ

ଭାରତୀୟ ଶିକ୍ଷାକୁ ପରିବର୍ତ୍ତନର ନୂଆ ଉଚ୍ଚତାକୁ ନେଇଯାଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande