
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପଦ୍ମ ବିଭୂଷଣ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ
କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା
କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଦ୍ମ ବିଭୂଷଣ ଅରୁଣ ଜେଟଲୀ ଜୀଙ୍କ ଜୟନ୍ତୀ ଅବସରରେ
ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଜଣେ ସୁବକ୍ତା, ଆଇନଜ୍ଞ ଓ
ଅର୍ଥନୀତିଜ୍ଞ ଭାବେ ତାଙ୍କର ବ୍ୟକ୍ତିତ୍ୱ ଏବଂ ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା