
କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- ରାଜ୍ୟ ବିଜେଡି ସୁପ୍ରିମୋ ତଥା ରାଜ୍ୟସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ୧୪୫ ଜଣିଆ ଟିମ୍ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିଜୁଛାତ୍ରଜନତା ଦଳର ରାଜ୍ୟସଭା ନେତ୍ରୀ ଇପ୍ସିତା ସାହୁଙ୍କ ଟିମ୍ରେ ଦୀପ୍ତେନ୍ଦୁ ଚୈାଧୁରୀ, ରାଜ୍ୟଛାତ୍ରଉପସଭାପତିଭାବେସ୍ଥାନ ପାଇଥିବାରୁସେ ଦଳରସଭାପତି ନବୀନ ପଟ୍ଟନାୟକ ଓ ଇପ୍ସିତାସାହୁଙ୍କୁ ଧନ୍ୟବାଦ ଅର୍ପଣକରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି