ସମ୍ବଲପୁରର ପ୍ରସିଦ୍ଧ ବୁଣାକାରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 29 ଡିସେମ୍ବର (ହି.ସ.)- ସମ୍ବଲପୁରର ପ୍ରସିଦ୍ଧ ବୁଣାକାରଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରର ପ୍ରସିଦ୍ଧ ବୁଣାକାର ଗୌତମ ମେହେର, ଡିଜାଇନର ମହେଶ୍ବର ମେହେ
ବୁଣାକାରଙ୍କୁ ଭେଟିଲେ ଧର୍ମେନ୍ଦ୍ର


ଭୁବନେଶ୍ୱର, 29 ଡିସେମ୍ବର (ହି.ସ.)- ସମ୍ବଲପୁରର ପ୍ରସିଦ୍ଧ ବୁଣାକାରଙ୍କୁ ଭେଟିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ସମ୍ବଲପୁରର ପ୍ରସିଦ୍ଧ ବୁଣାକାର ଗୌତମ ମେହେର, ଡିଜାଇନର ମହେଶ୍ବର

ମେହେର ଓ ପ୍ରୋତ୍ସାହକ ଶାସ୍ୱତ କୁମାର ତ୍ରିପାଠୀଙ୍କୁ ଭେଟି ଆନନ୍ଦିତ । ସେମାନେ 'ଅପରେସନ ସିନ୍ଦୁର'କୁ ନେଇ ଏକ ଅଭିନବ

ଶୈଳୀରେ ସମ୍ବଲପୁରୀ ଶାଢି ପ୍ରସ୍ତୁତ କରିଛନ୍ତି । ଆମର ବୀର ଯବାନଙ୍କ ସାହସ ଓ ଶୌର୍ଯ୍ୟକୁ

ପ୍ରତିଫଳିତ କରୁଥିବା ଏହି ଉପହାର ପାଇଁ ସେମାନଙ୍କୁ ଅଶେଷ ଧନ୍ୟବାଦ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande