ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୪ ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 29 ଡିସେମ୍ବର (ହି.ସ.)- ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୪ ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଙ୍ଗାଧର ମେହେର ବିଶ୍ୱ
Dharmendra Pradhan File Photo


ଭୁବନେଶ୍ୱର, 29 ଡିସେମ୍ବର (ହି.ସ.)- ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୪ ତମ ବାର୍ଷିକ

ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦଘାଟନୀ

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଙ୍ଗାଧର ମେହେର ବିଶ୍ୱ

ବିଦ୍ୟାଳୟ ପ୍ରେଖ୍ୟାଳୟରେ ଆୟୋଜିତ ହୋଇଛି ସମ୍ମିଳନୀ । ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ଓକିଲ

ସଂଘ ପକ୍ଷରୁ ଆୟୋଜିତ ହୋଇଛି ଏହି ୫୪ ତମ ବାର୍ଷିକ ସମ୍ମିଳନୀ । ୨୯ ଓ ୩୦ ତାରିଖ ଦୁଇ ଦିନ ଧରି

ଚାଲିବ ସମ୍ମିଳନୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande