ଟାଟା ପାୱାର ବିରୋଧରେ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର, 29 ଡିସେମ୍ବର (ହି.ସ.)- ଟାଟା ପାୱାର ବିରୋଧରେ କଂଗ୍ରେସର ବିକ୍ଷୋଭ। ଏଏସଡିପ୍ରତ୍ୟାହାର ଦାବିରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ। ପିସିସିସଭାପତିଙ୍କ ସହ କଂଗ୍ରେସର ପ୍ରମୁଖ ନେତା ମାନେ ଏହି ବିକ୍ଷୋଭରେ ଯୋଗ ଦେଇଛନ୍
ଟାଟା ପାୱାର ବିରୋଧରେ କଂଗ୍ରେସର ବିକ୍ଷୋଭ


ଭୁବନେଶ୍ୱର, 29 ଡିସେମ୍ବର (ହି.ସ.)- ଟାଟା ପାୱାର ବିରୋଧରେ କଂଗ୍ରେସର ବିକ୍ଷୋଭ। ଏଏସଡିପ୍ରତ୍ୟାହାର ଦାବିରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ବିଦ୍ୟୁତ

ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ। ପିସିସିସଭାପତିଙ୍କ ସହ କଂଗ୍ରେସର ପ୍ରମୁଖ ନେତା ମାନେ ଏହି

ବିକ୍ଷୋଭରେ ଯୋଗ ଦେଇଛନ୍ତି। ନିର୍ବାଚନ ବେଳେ 300 ୟୁନିଟ ମାଗଣା ବିଜୁଳି ପାଇଁ ବିଜେପି ସରକାର

କଥା ଦେଇଥିବା ବେଳେ କାହିଁକି ନିର୍ବାଚନ ପ୍ରତିଶୁତିକୁ ସରକାର ଭୁଲିଗଲେ ବୋଲି ସରକାରଙ୍କୁ

ପ୍ରଶ୍ନ କରିଛି କଂଗ୍ରେସ। ଏହା ସହ ସ୍ମାର୍ଟ ମିଟରର ବିଶ୍ଵସ୍ୱନୀୟତା ପ୍ରମାଣ ନ ହେବା ଯାଏଁ

କାର୍ଯ୍ୟକାରୀକୁ ବନ୍ଦ କରିବା ସହ କୃଷି କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ଭାବେ ମାଗଣା ବିଜୁଳି ସହ ଅତିରିକ୍ତ

ସିକୁରିଟି ଡିପୋଜିଟ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande