ଅଜିତ କିଶୋର ଚଲାନ ହେଲେ ଜିଲା ସାଧାରଣ ସମ୍ପାଦକ
ନୂଆପଡ଼ା,୩୦ ଡ଼ିସେମ୍ବର (ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗୋଇମୁଣ୍ଡି ଗ୍ରାମର ଅଜିତ କିଶୋର ଚଲାନ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ହୋଇଛନ୍ତି। ଶ୍ରୀ ଚଲାନ ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ହୋଇଥିବାରୁ ଶୁଭେଚ୍ଛୁ ମହ
Ajit chalan


ନୂଆପଡ଼ା,୩୦ ଡ଼ିସେମ୍ବର (ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗୋଇମୁଣ୍ଡି ଗ୍ରାମର ଅଜିତ କିଶୋର ଚଲାନ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ହୋଇଛନ୍ତି। ଶ୍ରୀ ଚଲାନ ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ହୋଇଥିବାରୁ ଶୁଭେଚ୍ଛୁ ମହଲରୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟୁଛି। ସୂଚନା ଥାଉକି ଶ୍ରୀ ଚଲାନ ନୂଆପଡ଼ା ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ସଭାପତି ପଦବିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଦକ୍ଷତାକୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ନିଯୁକ୍ତି ଦେଇ ଥିବାର ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande