ଡେରାବିଶ ସଂଗଠନ ହିନ୍ଦୁ ସମାଜ ପକ୍ଷରୁ ଥାନାରେ ଅଭିଯୋଗ
କେନ୍ଦ୍ରାପଡା, 30 ଡିସେମ୍ବର (ହି.ସ.) ଡେରାବିଶ ସରକାରୀ କାର‌୍ୟ୍ୟକ୍ରମରେ ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ସମ୍ମୁଖରେ ଜଣେ ମୁସଲିମ ସମ୍ପ୍ରଦାୟର ମୌଲବୀଙ୍କ ଦ୍ବାରା ଧର୍ମାବଳମ୍ବୀ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଥିବା ବିଷୟରେ ଥାନାରେ ଅଭିଯୋଗ ହୋଇଛି । ହିନ୍ଦୁ
ଡେରାବିଶ ସଂଗଠନ ହିନ୍ଦୁ ସମାଜ ପକ୍ଷରୁ ଥାନାରେ ଅଭିଯୋଗ


କେନ୍ଦ୍ରାପଡା, 30 ଡିସେମ୍ବର (ହି.ସ.) ଡେରାବିଶ ସରକାରୀ କାର‌୍ୟ୍ୟକ୍ରମରେ ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ସମ୍ମୁଖରେ ଜଣେ ମୁସଲିମ ସମ୍ପ୍ରଦାୟର ମୌଲବୀଙ୍କ ଦ୍ବାରା ଧର୍ମାବଳମ୍ବୀ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଥିବା ବିଷୟରେ ଥାନାରେ ଅଭିଯୋଗ ହୋଇଛି । ହିନ୍ଦୁ ସାମାଜିକ ସୁରକ୍ଷା ମନ୍ଦିର ପ୍ରତିନିଧ ଏକ ସରକାରୀ କାର‌୍ୟ୍ୟକ୍ରମରେ, ଯେଉଁଥିରେ ଜିଲ୍ଲାପାଳ, ଜଣେ ମୁସଲିମ ମୌଲାନା ମହାପ୍ରଭୁଙ୍କ ମୂର ସମ୍ମୁଖରେ ଦୀପ ପ୍ରଜ୍ଜଳନ ସମୟରେ ହଠାତ ଆୟୋଜିତ ଏହି ସାଂସ୍କୃତିକ ତଥା ସାମାଜିକ କାର‌୍ୟ୍ୟକ୍ରମର ମଞ୍ଚରେ ସନାତନୀ କରାଯାଇଥିଲା, ଯାହାକି ସନାଚନୀ ହିନ୍ଦୁ ଧର୍ମାବଲମ୍ବୀ ଓ କୋଟି କୋଟି ଜଗନ୍ନାଥ କି,ତା ୨୫/୧୨/୨୦୨୫ ରିଖ ରେ ଜେରାବିଶ ତହସିଲବାର ଓ ଜନପ୍ରତିନିଧୁମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ତରଫରୁ ଜୋତା ପିନ୍ଧିଥିବା ଅବସ୍ଥାରେ କଲମା ପାଠକରି ସରକାରଙ୍କ ହିନ୍ଦୁମାନଙ୍କର ସର୍ବୋଚ୍ଚ ଆରାଧ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥଙ୍କୁ ଅପମାନ ପ୍ରେମୀ ଶ୍ରଦ୍ଧାଳୁ ମାନଙ୍କର ଧର୍ମୀୟ । ଭାବନାକୁ ଗଭୀର କୁ ଗଭୀର ଆଘାତ ଦେଇଅଛି । ଏହି ଘଟଣା ସମ୍ୱନ୍ଧୀୟ ଭିଡିଓ ଓ ସମ୍ବାଦ ମାଧ୍ୟମର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇ ଆଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ନିରପେକ୍ଷ ଓ ସଠିକ୍ ତଦନ୍ତ କରାଯାଇ ଲବିଷ୍ୟତରେ ସରକାରୀ କାର‌୍ୟ୍ୟକ୍ରମରେ ଏପରି ଘଟଣା ପୁନରାବୃଦ୍ଧି ନିର୍ଦ୍ଦେ ନିର୍ଦ୍ଦେଶାବଳୀ ଗ୍ରହଣ କରାଯାଉ । ଥାନାରେ ଅବିଯୋଗ ସମୟରେ ଜ୍ୟୋତି ରଂଜନନାୟକ, ମାଧବ ଚନ୍ଦ୍ର ପ୍ରଧାନ, ଆଶିଷ କୁମାର ପାଣି, ଅବିଜିତ ଦାସ ପ୍ରମୁଖ ଡେରାବିଶ ଶାଖା ହିନ୍ଦୁ ସମାଜ ସୁରକ୍ଷା ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande