ଏୟାରପୋର୍ଟରୁ ୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)-୪ କୋଟିର ମାରିଜୁଆନା ଜବତ । ଏୟାରପୋର୍ଟରୁ ଜବତ ହୋଇଛି ମାରିଜୁଆନା । ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ନିଶା ଦ୍ରବ୍ୟ ଆସିଥିବା ସନ୍ଦେହ କରାଯାଉଛି । କଷ୍ଟମ ବିଭାଗ ଏହାକୁ ଜବତ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ------
ଏୟାରପୋର୍ଟରୁ ୪ କୋଟିର ମାରିଜୁଆନା ଜବତ


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)-୪ କୋଟିର ମାରିଜୁଆନା ଜବତ

। ଏୟାରପୋର୍ଟରୁ ଜବତ ହୋଇଛି ମାରିଜୁଆନା । ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ନିଶା ଦ୍ରବ୍ୟ ଆସିଥିବା

ସନ୍ଦେହ କରାଯାଉଛି । କଷ୍ଟମ ବିଭାଗ ଏହାକୁ ଜବତ କରି

ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande