
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ପବିତ୍ର ଶାମ୍ବ ଦଶମୀର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ. ହରିବାବୁ
କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସୂର୍ଯ୍ୟଦେବଙ୍କ ଠାରେ
ସନ୍ତାନ ର ଶୁଭ ମନାସି ପାଳନ କରାଯାଉଥିବା ଓଡିଆ ମାନଙ୍କର ପାରମ୍ପରିକ ପର୍ବ ପବିତ୍ର ଶାମ୍ବ
ଦଶମୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା