ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ବନ୍ଦ ନିଷ୍ପତିକୁ କଂଗ୍ରେସର ବିରୋଧ
ସମାଧାନ ନକଲେ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଘର ଘେରାଉ କରିବାକୁ ଚେତାବନୀ ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ପିୟୁସିନ ଥିଲେ ପେଟ୍ରୋଲ ବନ୍ଦ ନିଷ୍ପତିକୁ ଯୁବ କଂଗ୍ରେସ ବିରୋଧ କରିଛି । 3 ଦିନରେ ସମସ୍ୟାର ସମାଧାନ କରିବାକୁ ଦାବି କରିଛି କଂଗ୍ରେସ । ନ ହେଲେ ମୁଖ୍ୟ
ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ବନ୍ଦ ନିଷ୍ପତିକୁ କଂଗ୍ରେସର ବିରୋଧ


ସମାଧାନ ନକଲେ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଘର ଘେରାଉ କରିବାକୁ ଚେତାବନୀ

ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ପିୟୁସିନ ଥିଲେ ପେଟ୍ରୋଲ ବନ୍ଦ

ନିଷ୍ପତିକୁ ଯୁବ କଂଗ୍ରେସ ବିରୋଧ କରିଛି । 3 ଦିନରେ

ସମସ୍ୟାର ସମାଧାନ କରିବାକୁ ଦାବି କରିଛି କଂଗ୍ରେସ । ନ ହେଲେ ମୁଖ୍ୟମନ୍ତ୍ରୀ ଓ ପରିବହନ

ମନ୍ତ୍ରୀଙ୍କ ଘର ଘେରାଉ ସହ ସବୁଠି ବିରୋଧ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ରାଜସ୍ବ ଆଦାୟ ନାଁରେ 1300 କୋଟି ଫାଇନ ଆଦାୟ ପାଇଁ

ପଲ୍ୟୁସନ ସାର୍ଟିଫିକେଟ ନାଁରେ ଲୋକଙ୍କୁ ଭୟଭୀତ କରାଯାଉଛି । 2020 ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅଛି ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ

ବି ପେଟ୍ରୋଲ ବନ୍ଦ କରି ପାରିବେ ନାହିଁ । ସରକାରଙ୍କ ବିଭାଗ ବିଭାଗ ସହ ତାଳମେଳ ନାହିଁ । ଯୋଗାଣ

ବିଭାଗ ଅଧୀନରେ ଅଛି ପେଟ୍ରୋଲ ଯୋଗାଣ ହେଲେ ବିକ୍ରି ବନ୍ଦର ନିଷ୍ପତି ନେଉଛି ପରିବହନ ବିଭାଗ । ଲୋକଙ୍କ

ଘରେ ଗାଡି ଅଛି 50 ହଜାର 60 ହଜାର ଫାଇନ କଟିଛି । ତୁରନ୍ତ ବିନା ପଲ୍ୟୁସନ ସାର୍ଟିଫିକେଟରେ ତେଲ

ବନ୍ଦ ନିୟମ ପ୍ରତ୍ୟାହାର କରନ୍ତୁ ସରକାର ବୋଲି ଦାବି କରିଛି ଯୁବ କଂଗ୍ରେସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande