ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ
ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଅଜି ସକାଳ ପ୍ରାୟ ୯ଟା ସମୟରେ ସ୍ଥାନୀୟ କାଳିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଛି। କୁନ୍ଦୁରାରୁ ଜୟପୁର ଅଭିମୁଖେ ଆସୁଥିବା ଏହି ଚାଉଳ ବୋଝେଇ ଟ୍ରକରେ ଡ୍ରାଇଭର ହେଲପର ସମେତ ୩ଜଣ ଯାତ୍ରା କରୁଥିବା ସମୟରେ କାହାରିକୁ କିଛି କ୍ଷତି ହୋଇନାହ
ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ


ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଅଜି ସକାଳ ପ୍ରାୟ ୯ଟା ସମୟରେ ସ୍ଥାନୀୟ କାଳିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଛି। କୁନ୍ଦୁରାରୁ ଜୟପୁର ଅଭିମୁଖେ ଆସୁଥିବା ଏହି ଚାଉଳ ବୋଝେଇ ଟ୍ରକରେ ଡ୍ରାଇଭର ହେଲପର ସମେତ ୩ଜଣ ଯାତ୍ରା କରୁଥିବା ସମୟରେ କାହାରିକୁ କିଛି କ୍ଷତି ହୋଇନାହିଁ। ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡକୁ ଚାଲିଯିବା ଦେଖିବା ପରେ ଘଟଣା ସ୍ଥଳରେ ଡ୍ରାଇଭର ଓ ହେଲପର ତୁରନ୍ତ ଗାଡିରୁ ଡେଇଁ ପଡିଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande