ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ ନିଯୁକ୍ତି
ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସପ୍ସଗଠନର ରାଜ୍ୟ କମିଟିର ଅନୁମୋଦନ କ୍ରମେ ସାମାଜିକ କର୍ମୀ ଗଣଡ୍ରେଟି ରାମବାବୁଙ୍କୁ କୋରାପୁଟ ଜିଲ୍ଲା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ସପ୍ସଗଠନର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ ବିବୃତିରେ
ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ ନିଯୁକ୍ତି


ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସପ୍ସଗଠନର ରାଜ୍ୟ କମିଟିର ଅନୁମୋଦନ କ୍ରମେ ସାମାଜିକ କର୍ମୀ ଗଣଡ୍ରେଟି ରାମବାବୁଙ୍କୁ କୋରାପୁଟ ଜିଲ୍ଲା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ସପ୍ସଗଠନର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ ବିବୃତିରେ ଏହା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆସନ୍ତା ଏକମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଜିଲ୍ଲା ସ୍ତରୀୟ କମିଟି ଗଠନ କରିବାକୁ ଗଣଡ୍ରେଟି ରାମବାବୁଙ୍କୁ ଦାୟୀତ୍ୱ ଦିଆଯାଇଛି। କୋରାପୁଟ ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନା ହେଉଥିବା ଦୁର୍ନୀତି ସପ୍ସପର୍କରେ ତଥ୍ୟ ଅନୁସନ୍ଧାନ ପଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସପ୍ସଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande