କିଟ ଅଶାନ୍ତି-ଡିସିପିଙ୍କୁ ଭେଟିଲେ ଆନ୍ତର୍ଜାତିକ ମାନବାଧିକାର ସଦସ୍ୟ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.) - କିଟ ବିଶ୍ୱ ବିଦ୍ୟାଳୟରେ ନେପାଳ ଛାତ୍ର ଛାତ୍ରୀମାନଙ୍କ ସହ ଘଟିଥିବା ଅପରାଧ ବିରୋଧରେ ଡିସିପିଙ୍କୁ ଭେଟିଛନ୍ତି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସର ସଦସ୍ୟ ମାନେ। କିଟ ସଂସ୍ଥାପକ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି ନେଇ ଦାବି ପତ୍ର
କିଟ ଅଶାନ୍ତି-ଡିସିପିଙ୍କୁ     ଭେଟିଲେ ଆନ୍ତର୍ଜାତିକ ମାନବାଧିକାର ସଦସ୍ୟ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)

- କିଟ ବିଶ୍ୱ

ବିଦ୍ୟାଳୟରେ ନେପାଳ ଛାତ୍ର ଛାତ୍ରୀମାନଙ୍କ ସହ ଘଟିଥିବା ଅପରାଧ ବିରୋଧରେ ଡିସିପିଙ୍କୁ

ଭେଟିଛନ୍ତି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସର ସଦସ୍ୟ ମାନେ। କିଟ ସଂସ୍ଥାପକ ଅଚ୍ୟୁତ

ସାମନ୍ତଙ୍କ ଗିରଫ ଦାବି ନେଇ ଦାବି ପତ୍ର ଦେଇଛନ୍ତି । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ସହ ନେପାଳ

ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା କଲେଜ କତ୍ତୃପକ୍ଷଙ୍କ ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଆନ୍ତର୍ଜାତିକ ମାନବାଧିକାର ସଦସ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande