ବଣ ବିଲେଇ ଉଦ୍ଧାର
ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ବନ ବିଭାଗ ଆଜି ବଣ ବିଲେଇ ଉଦ୍ଧାର କରିଛି । ଜୟପୁର ଦ୍ୱିିତିୟ ଦୈନିକ ବଜାର ନିକଟରେ ଥିବା ଏକ ଟ୍ରାନସଫରମରେ ଭି ତରେ ବଣ ବିଲେଇ ଥିବା ସ୍ଥାନାୟ ଲୋତେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ଏନେଇ ବନାଂଚଳ ଅଧିକାରି ସଚିଦା ନନ୍ଦ ପରିଡା ତୁରନ୍ତ ପହଂଚି ବଣ ବିଲେଇକ
ବଣ ବିଲେଇ ଉଦ୍ଧାର


ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ବନ ବିଭାଗ ଆଜି ବଣ ବିଲେଇ ଉଦ୍ଧାର କରିଛି । ଜୟପୁର ଦ୍ୱିିତିୟ ଦୈନିକ ବଜାର ନିକଟରେ ଥିବା ଏକ ଟ୍ରାନସଫରମରେ ଭି ତରେ ବଣ ବିଲେଇ ଥିବା ସ୍ଥାନାୟ ଲୋତେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ଏନେଇ ବନାଂଚଳ ଅଧିକାରି ସଚିଦା ନନ୍ଦ ପରିଡା ତୁରନ୍ତ ପହଂଚି ବଣ ବିଲେଇକୁ ଉଦ୍ଧାର କରିିଲେ । ବଣ ବିଲେଇକୁ ବିଦ୍ୟୁତ ଆଘାତ ଲାଗି ଆହତ ହୋଇଥିବା ବନ ବିଭାଗ ଜାଣିବାକୁ ପାଇଛି । ଏନେଇ ବନାଂଚଳ ଅଧିକାରି କାଯ୍ୟାଳୟ ରେ ରଖି ସ୍ୱାସ୍ଥ୍ୟ ଚିକିତ୍ସା ପରେ ଜଙ୍ଗଲରେ ଛଡାହେବ ବୋଲି ବନାଂଚଳ ଅଧିକାରି ସଚିଦା ନନ୍ଦ ପରିଡା ସୁଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande