ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍ କରିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ ରେଡ
କରିଛି ସିବିଆଇ । ସ୍କାମ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇ ରେଡ
କରିଛି ସିବିଆଇ ଟିମ । 775ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ପ୍ରମାଣ ପାଇଛି ସିବିଆଇ । ଏକାଡେମୀ
ବ୍ଲକରେ ସିବିଆଇ ରେଡ଼ କରୁଛି । ରେଡ଼ ବେଳେ ବହୁ କାଗଜପତ୍ର ଜବତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା