ଇ-କେୱାଇସି ଦ୍ଵାରା ରାସନ ବିତରଣ ପ୍ରକ୍ରିୟା ସ୍ୱଚ୍ଛ ହେଉଛି- ବିଜେପି ବିଧାୟକ
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.) - ପ୍ରଥମରୁ ସରକାରଙ୍କ ନୀତି ସ୍ପଷ୍ଟ ଅଛି । ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବା ସରକାରଙ୍କ ଦାୟିତ୍ଵ । ବିଗତ ସରକାର ସମୟରେ ଯୋଗ୍ୟ ଲୋକ ମାନେ ରାସନ କାର୍ଡ ହରାଇଥିଲେ । ସରକାରୀ କର୍ମଚାରୀ ରାସନ କାର୍ଡ ହାତେଇ ଥିଲେ । ଯୋଗାଣ
ଇ-କେୱାଇସି ଦ୍ଵାରା ରାସନ ବିତରଣ ପ୍ରକ୍ରିୟା ସ୍ୱଚ୍ଛ ହେଉଛି- ବିଜେପି ବିଧାୟକ


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)

- ପ୍ରଥମରୁ ସରକାରଙ୍କ ନୀତି ସ୍ପଷ୍ଟ ଅଛି । ପ୍ରକୃତ ହିତାଧିକାରୀଙ୍କୁ ରାସନ

କାର୍ଡ ଯୋଗାଇ ଦେବା ସରକାରଙ୍କ ଦାୟିତ୍ଵ । ବିଗତ ସରକାର ସମୟରେ ଯୋଗ୍ୟ ଲୋକ ମାନେ ରାସନ କାର୍ଡ

ହରାଇଥିଲେ । ସରକାରୀ କର୍ମଚାରୀ ରାସନ କାର୍ଡ ହାତେଇ ଥିଲେ । ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ

ସର୍ଭେ ହୋଇଥିଲା । ଯେଉଁଥିରୁ ଆୟକରଦାତା, ମୃତ ବ୍ୟକ୍ତି, ବଡ଼ ବଡ଼ିଆ ଧରା ପଡ଼ିଛନ୍ତି । ଏମାନଙ୍କୁ ରାସନ କାର୍ଡରୁ ବାଦ

ଦିଆଯିବ । ଗରିବ, ଯୋଗ୍ୟ ଏବଂ

ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯିବ । ଇ କେୱାଇସି ଦ୍ଵାରା ରାସନ ବିତରଣ ପ୍ରକ୍ରିୟା

ସ୍ୱଚ୍ଛ ହେଉଛି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande