ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)
- ଏଫଆଇଏଚ ପ୍ରୋଲିଗ । ଆଜି କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ତିନୋଟି ମ୍ୟାଚ ।
ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ ଇଂଲଣ୍ଡ ପୁରୁଷ ଟିମ । ସେହିପରି ଦ୍ଵିତୀୟ ମ୍ୟାଚରେ ଭାରତୀୟ
ମହିଳା ଦଳ ବନାମ ସ୍ପେନ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଶେଷ ମ୍ୟାଚରେ ବିଶ୍ୱଚମ୍ପିୟାନ
ଜର୍ମାନୀକୁ ଭେଟିବ ଭାରତ । ଗତକାଲି ଉଭୟ ଭାରତୀୟ ପୁରୁଷ ଏବଂ ମହିଳା ଦଳ ପରାଜିତ ହୋଇଥିବା ବେଳେ
ଆଜିର ମ୍ୟାଚରେ ବିଜୟୀ ହୋଇ କମବ୍ୟାକ କରିବାକୁ ପ୍ରୟାସ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା