କିଟରେ ଶିକ୍ଷା ନାଁରେ ଟଙ୍କା ଲୁଟିବା ସହ ଛାତ୍ରଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି - ଯୁବ କଂଗ୍ରେସ ସଭାପତି
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.) - କିଟରେ ଶିକ୍ଷା ନାଁରେ ଟଙ୍କା ଲୁଟିବା ସହ ଛାତ୍ରଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । ଗତ କିଛି ବର୍ଷରେ କିଟରେ 10 ରୁ 15 ଜଣ ଆତ୍ମହତ୍ୟା କଲେଣି । କିଟ୍ ଯୋଗୁଁ ଏବେ ବିଶ୍ୱରେ ନିନ୍ଦିତ ହେଲାଣି ଓଡିଶା । କିଟ୍ ମାଲିକ ଅଚ୍ୟୁ
କିଟରେ ଶିକ୍ଷା ନାଁରେ     ଟଙ୍କା ଲୁଟିବା ସହ ଛାତ୍ରଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି - ଯୁବ କଂଗ୍ରେସ ସଭାପତି


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)

- କିଟରେ

ଶିକ୍ଷା ନାଁରେ ଟଙ୍କା ଲୁଟିବା ସହ ଛାତ୍ରଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । ଗତ କିଛି ବର୍ଷରେ

କିଟରେ 10 ରୁ 15 ଜଣ ଆତ୍ମହତ୍ୟା

କଲେଣି । କିଟ୍ ଯୋଗୁଁ ଏବେ ବିଶ୍ୱରେ ନିନ୍ଦିତ ହେଲାଣି ଓଡିଶା । କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ

ଗିରଫ କରିବାକୁ ଦାବି କରିଛି ଯୁବ କଂଗ୍ରେସ । ଦୁଇ ଦିନ ଭିତରେ ଅଚ୍ୟୁତଙ୍କୁ ଗିରଫ ନ କଲେ କିଟ୍

ବିଶ୍ୱ ବିଦ୍ୟାଳୟ ସହ କମିଶନରେଟ ପୋଲିସ ଅଫିସ ଘେରାଉ କରିବାକୁ ଯୁବ କଂଗ୍ରେସ ଚେତାବନୀ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande